Fr. 13.10

ଅର୍ଘ୍ଯଥାଳି

oriya · Livre de poche

Expédition généralement dans un délai de 3 à 5 semaines (titre commandé spécialement)

Description

En savoir plus

A propos de l'auteur










About the Author: ବୁନୀ ତ୍ରିପାଠୀଙ୍କ ଜନ୍ମ ଅଭିଭକ୍ତ କଟକ ଜିଲ୍ଲା ରଘୁନାଥପୁରର ସାଧୁସାହି ଗ୍ରାମରେ । ବାପା ୰ରମେଶ ଚନ୍ଦ୍ର ତ୍ରିପାଠୀ ସଙ୍ଗୀତ ଓ ଡ୍ରାମା ଡିଭିଜନ, କେନ୍ଦ୍ର ସରକାର ଙ୍କ ଅଧୀନରେ କାର୍ଯ୍ୟରତ ଥିଲେ । ବାପା ନିଜେ ଜଣେ ଖ୍ୟାତି ସମ୍ପନ୍ନ ଲେଖକ ଥିଲେ । ମାଆ ସଚଳା ତ୍ରିପାଠୀ । ଉଭୟ ବାପା ଓ ମାଆଙ୍କ ପ୍ରେରଣାରେ ବୁନୀ ଅଭିନୟ ତଥା ଲେଖା ଲେଖିରେ ଆଜି ପର୍ଯ୍ୟନ୍ତ ଆଗେଇ ଚାଲିଛନ୍ତି । ସେ ଏକାଧାରରେ ଜଣେ କବି, ଗାଳ୍ପିକ, କଥାକାର, ଗୀତିକାର, ଅଭିନେତ୍ରୀ ତଥା ପ୍ରଯୋଜିକା । ଆଜି ପର୍ଯ୍ୟନ୍ତ ସେ ଗୁଡାଏ ଧାରାବାହିକ ତଥା ଚଳଚିତ୍ରରେ ଅଭିନୟ କରି ଚାଲିଛନ୍ତି, "ଏଇତ ଦୁନିଆ", "ତିନି ତୁଣ୍ଡରେ ଛେଳି କୁକୁର", "ଲାଲ ମହଲ", ସାଧୁ ମେହେର ଙ୍କ ନିର୍ଦ୍ଦେଶିତ "କାଳୀ ବୋହୂ, "ଆହ୍ୱାନ", "ଉଆଁସୀ କନ୍ୟା", "ଶ୍ରୀଜଗନ୍ନାଥ" ଆଦି ଧାରାବାହିକ ତାଙ୍କ ନିଖୁଣ ଅଭିନୟର ପରିଚାୟକ । ସେହିପରି "ଚମ୍ପିୟାନ ଓ ଦୀପୁ", "The Dance Boy" ଚଳଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି । ତାଙ୍କର କାବ୍ୟକୃତି ଓ ଗଳ୍ପ ରଚନା ପାଇଁ ସେ ସ୍ୱପ୍ନିଳ ସାହିତ୍ୟ ସଂସଦ, କୋଣାର୍କ ପୁସ୍ତକ ମେଳା, କୋଣାର୍କ ଚନ୍ଦ୍ର ଜ୍ୟୋସ୍ନାର ଆସର, ନିଶିଗନ୍ଧା, ସୁଲେଖା ଗୁଣ୍ଡିଚା ସାହିତ୍ୟ ସଂସଦ, ପୁରୀ ଆଦି ଦ୍ୱାରା ସମ୍ମାନିତ ହୋଇଛନ୍ତି । ଆଗରୁ ଗଳ୍ପ ସଂକଳନ "ଝରା ଶେଫାଳି" ପ୍ରକାଶିତ ହୋଇ ସାରିଛି ।

Détails du produit

Auteurs Buni Tripathy
Edition WOW Publishings
 
Langues oriya
Format d'édition Livre de poche
Sortie 14.09.2022
 
EAN 9789391116248
ISBN 978-93-91116-24-8
Pages 126
Dimensions 133 mm x 203 mm x 8 mm
Poids 150 g
Catégorie Livres pour enfants et adolescents

Commentaires des clients

Aucune analyse n'a été rédigée sur cet article pour le moment. Sois le premier à donner ton avis et aide les autres utilisateurs à prendre leur décision d'achat.

Écris un commentaire

Super ou nul ? Donne ton propre avis.

Pour les messages à CeDe.ch, veuillez utiliser le formulaire de contact.

Il faut impérativement remplir les champs de saisie marqués d'une *.

En soumettant ce formulaire, tu acceptes notre déclaration de protection des données.