Fr. 31.80

Madhyajugiya Kabya Bitana (ମଧ୍ୟଯୁଗୀୟ କାବ୍ୟ ବିତ&#

Oriya · Tascabile

Spedizione di solito entro 3 a 5 settimane (il titolo viene procurato in modo speciale)

Descrizione

Ulteriori informazioni










'ମଧ୍ୟଯୁଗୀୟ କାବ୍ୟ ବିତାନ' ମଧ୍ୟଯୁଗର ଓଡ଼ିଆ କାବ୍ୟ-କବିତାଗୁଡ଼ିକୁ ନେଇ ଏକ ଉଚ୍ଚକୋଟୀର କାବ୍ୟସଂକଳନ । ଏଥିରେ ମଧ୍ୟଯୁଗର ପ୍ରମୁଖ ସାହିତ୍ୟରଥୀ ଦୀନକୃଷ୍ଣ ଦାସଙ୍କ 'ରସକଲ୍ଲୋଳ' କାବ୍ୟର ଦ୍ୱିତୀୟ, ପଞ୍ଚଦଶ, ଷୋଡ଼ଶ ଓ ଚତୁତ୍ରିଂଶ ଛାନ୍ଦ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାବ୍ୟର ପ୍ରଥମ, ଷଷ୍ଠ, ଏକାଦଶ ଓ ପଞ୍ଚବିଂଶ ଛାନ୍ଦ, ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ 'ବିଦଗ୍ଧ ଚିନ୍ତାମଣୀ' କାବ୍ୟର ପ୍ରଥମ, ଚତୁର୍ଥ, ତ୍ରିଂଶ, ଦ୍ୱିଚତ୍ୱାରିଂଶ ଛାନ୍ଦ, କବିସୂର୍ଯ୍ୟ ବଳଦେବ ରଥଙ୍କ 'କ'ଠାରୁ 'କ୍ଷ' ପର୍ଯ୍ୟନ୍ତ ଚଉତିରିଶ ଗୋଟି ଗୀତ ସମ୍ବଳିତ ସମ୍ପୂର୍ଣ୍ଣ 'କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ', ଭକ୍ତକବି ଭକ୍ତଚରଣ ଦାସଙ୍କ 'ମଥୁରା ମଙ୍ଗଳ' କାବ୍ୟର ପଞ୍ଚମ, ଷଷ୍ଠ, ଅଷ୍ଟାଦଶ, ଊନତ୍ରିଂଶ ଛାନ୍ଦ ସମେତ ନବଚେତନାର ଯୁଗରେ ଥାଇ ମଧ୍ୟ ମହିମା ଧର୍ମ ତଥା ଆଧ୍ୟାତ୍ମିକ ଚିନ୍ତନରେ ନିମଜ୍ଜିତ ଥିବା ସନ୍ଥକବି ଭୀମ ଭୋଇଙ୍କ ଶହେଟି ବୋଲି ସମ୍ବଳିତ 'ସ୍ତୁତି ଚିନ୍ତାମଣୀ' ପରି ଉଚ୍ଚାଙ୍ଗ କାବ୍ୟ-କବିତାଗୁଡ଼ିକ ସଂଗୃହିତ ହୋଇଛି । ଓଡ଼ିଆ ସାହିତ୍ୟର ଏହି ଦୁର୍ଲ୍ଲଭ ଛନ୍ଦୋବଦ୍ଧ କାବ୍ୟାଂଶ ତଥା କବିତା ଗ୍ରନ୍ଥଗୁଡ଼ିକୁ ଗୋଟିଏ ସଂକଳନୀ ଭିତରେ ଖୋଜିପାଇବାର ଏହା ଏକ ଅଭିନବ ପ୍ରୟାସ । ଆଶା କରୁଛୁ, ସଂକଳନସ୍ଥ କାବ୍ୟ-କବିତାଗୁଡ଼ିକ ଖୁବ୍ ସହଜରେ ପାଠକୀୟ ଆଦୃତିଲାଭ କରିପାରିବ ।


Dettagli sul prodotto

Con la collaborazione di Sanghamitra Bhanja (Editore), Diptimayee Sahoo (Editore)
Editore Black Eagle Books
 
Lingue Oriya
Formato Tascabile
Pubblicazione 17.04.2023
 
EAN 9781645603825
ISBN 978-1-64560-382-5
Pagine 414
Dimensioni 140 mm x 216 mm x 23 mm
Peso 522 g
Categoria Scienze umane, arte, musica > Scienze linguistiche e letterarie > Letteratura / linguistica classica

Recensioni dei clienti

Per questo articolo non c'è ancora nessuna recensione. Scrivi la prima recensione e aiuta gli altri utenti a scegliere.

Scrivi una recensione

Top o flop? Scrivi la tua recensione.

Per i messaggi a CeDe.ch si prega di utilizzare il modulo di contatto.

I campi contrassegnati da * sono obbligatori.

Inviando questo modulo si accetta la nostra dichiarazione protezione dati.