Fr. 24.70

ସୁରଭି - ଦ୍ଵିତୀୟ ଭାଗ (Surabhi - Part - 02)

Oriya-Sprache · Taschenbuch

Versand in der Regel in 3 bis 5 Wochen (Titel wird speziell besorgt)

Beschreibung

Mehr lesen

Über den Autor / die Autorin










About The Author: ନୀଳମାଧବ ଭୂୟାଁଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୋଲଣ୍ଡି ଗ୍ରାମରେ। ସୁରଥ ଭୂୟାଁଙ୍କ ପରିବାରରେ ସେ କନିଷ୍ଠ ପୁତ୍ର ଥିଲେ। ସେ ପିଲା ଦିନରୁ କିଛି ନୂଆ ଆଶାର ଅପେକ୍ଷାରେ ସବୁବେଳେ ନିଜକୁ ଲୋକଲୋଚନକୁ ଆଣିବା ପାଇଁ ବହୁତ୍ ଚେଷ୍ଟା କରିଥିଲେ ମାତ୍ର ସେ ବିଫଳ ହୋଇ ଆସୁଥିଲେ। ଭାଇଙ୍କ ପ୍ରୋତ୍ସାହନ ଏବଂ ତାଙ୍କର ଆଦରରେ ସେ ଅର୍ଦ୍ଧସାମରିକ ସେନାରେ ଯୋଗଦାନ କରିଲେ ସତ, କିନ୍ତୁ ନିଜ ଲେଖନି କଳାକୁ ସେ ଛାଡ଼ି ପାରିଲେ ନାହିଁ। ଲେଖନୀ କଳା ସହିତ ଉତ୍ତମ ବାର୍ତ୍ତା ସେ ପ୍ରତ୍ୟେକ ସମୟରେ ଦୁନିଆକୁ ଦେଇ ଆସିଛନ୍ତି ଏବଂ ଏହି ପ୍ରୟାସ ସେ ଆଗାମୀ ଭବିଷ୍ୟତରେ ମଧ୍ୟ ଦେବା ପାଇଁ ଇଚ୍ଛା ରଖିଛନ୍ତି। ତାଙ୍କର ଅନ୍ୟ କିଛି ପୁସ୍ତକ ପ୍ରକାଶ ଅପେକ୍ଷାରେ। ତାଙ୍କର କିଛି ଲେଖନୀ ଏବଂ ତଥ୍ୟ ନିଜ ବ୍ଲଗ୍ ପୃଷ୍ଠାରେ ସାଉଁଟି ରଖିଛନ୍ତି।

Produktdetails

Autoren Nilamadhab Bhuyan
Verlag Repro India Limited
 
Sprache Oriya-Sprache
Produktform Taschenbuch
Erschienen 17.07.2022
 
EAN 9789394603585
ISBN 978-93-94603-58-5
Seiten 184
Abmessung 133 mm x 203 mm x 11 mm
Gewicht 213 g
Thema Kinder- und Jugendbücher

Kundenrezensionen

Zu diesem Artikel wurden noch keine Rezensionen verfasst. Schreibe die erste Bewertung und sei anderen Benutzern bei der Kaufentscheidung behilflich.

Schreibe eine Rezension

Top oder Flop? Schreibe deine eigene Rezension.

Für Mitteilungen an CeDe.ch kannst du das Kontaktformular benutzen.

Die mit * markierten Eingabefelder müssen zwingend ausgefüllt werden.

Mit dem Absenden dieses Formulars erklärst du dich mit unseren Datenschutzbestimmungen einverstanden.